ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର

ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩ ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି | ନିଆଳି ଗ୍ରାମର କେଲୁଅ ନଦୀର ଆର ପାଖରେ ଥିବା ବନମାଳୀପୁର ଗ୍ରାମରେ ଜଣେ ବୃଦ୍ଧାଲୋକ ରାଙ୍କ ଗାଈକୁ ଚରାଉଥିବା ସମୟରେ ହଠାତ କୁମ୍ଭୀର ଗାଈକୁ ଆକ୍ରମଣ କରିବାରୁ ବୃଦ୍ଧା ଜଣକ ଜାଣି … Continue reading ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର